ବୁର୍ଲା ଭିସୁଟରେ ମିଛ କୋରୋନା ରିପୋର୍ଟ ନେଇ ତନାଘନା । ଆଣ୍ଟିଜେନ କିଟ୍‌ ଯୋଗାଇଥିବା କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ଓସ୍କାର ମେଡିକେୟାର କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ୩ ଦିନ ଭିତରେ ଉତ୍ତର ଦେବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ନୋଟିସ

Facebook Comments

Leave a Reply

Your email address will not be published. Required fields are marked *