ଏଣିକି ଅନଲାଇନରେ ଆବେଦନ କରିପାରିବେ ଚିଟଫଣ୍ଡ କ୍ଷତିଗ୍ରସ୍ତ, ଜମା ଟଙ୍କା ଫେରସ୍ତ ଆବେଦନ ପାଇଁ ଖୋଲିଲା ସରକାରୀ ୱେବ୍‌ସାଇଟ୍‌, http://opid.odisha.gov.inରେ ଆବେଦନ କରିପାରିବେ ଜମାକାରୀ, ହାଇଟେକ୍‌ ଇଷ୍ଟେଟ୍‌ସ ଓ ପ୍ରମୋଟର୍ସ ସଂସ୍ଥାର ଜମାକାରୀ କରିପାରିବେ ଆବେଦନ, ରାଜଧାନୀ ସିଷ୍ଟମ ଓ ଇଷ୍ଟେଟ୍‌ସ ସଂସ୍ଥାର ଜମାକାରୀ ବି କରିପାରିବେ ଆବେଦନ

Facebook Comments

Leave a Reply

Your email address will not be published. Required fields are marked *