ଢେଙ୍କାନାଳ ବଳରାମପୁର ଗାଁରେ ଅଭାବନୀୟ ଘଟଣା । ସ୍ବାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ଶିବାନୀ ପ୍ରଧାନ ମୃତ । ପାରିବାରିକ କଳହରୁ ହତ୍ୟା ସନ୍ଦେହ, ସ୍ବାମୀ ଦିଲୀପ ପ୍ରଧାନ ଫେରାର

Leave a Reply

Your email address will not be published. Required fields are marked *