ଭଦ୍ରକ ଆରଡ଼ି ଫାଣ୍ଡିରେ ଯୁବକଙ୍କୁ ମାସ୍କ ପାଇଁ ମାଡ଼ ଘଟଣା । ଭିଡିଓ ଭାଇରାଲ ପରେ ୨ ପୋଲିସ କର୍ମଚାରୀଙ୍କ ବଦଳି । ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ହାବିଲଦାର ରମେଶ ମଲ୍ଲିକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଳୟକୁ ବଦଳି କଲେ ଏସ୍‌ପି ଚରଣ ସିଂହ ମୀନା । ASP ଯତୀନ ପଣ୍ଡାଙ୍କୁ ମାଡ଼ ମାମଲାର ତଦନ୍ତଦାୟିତ୍ବ

Facebook Comments

Leave a Reply

Your email address will not be published. Required fields are marked *