ଗଞ୍ଜାମ ଜିଲ୍ଲା ବୁରୁଝରି ଗାଁରେ କ୍ରିକେଟ ମ୍ୟାଚ୍‌ ବେଳେ ଅଘଟଣ । ଛାତିରେ ବ୍ୟାଟ୍‌ ବାଜି ବ୍ୟାଟ୍‌ସମ୍ୟାନ ଯୁବକ ମୃତ । ମୃତ ଯୁବକ ଚିଙ୍ଗୁଡ଼ିଖୋଲ ଗାଁର ନାରାୟଣ ଗୌଡ଼ । ମ୍ୟାଚରେ ରନ୍‌ ନେଉଥିବା ବେଳେ ଛାତିରେ ବାଜିଥିଲା ବ୍ୟାଟ୍

Leave a Reply

Your email address will not be published. Required fields are marked *