ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନରେ ଦେବାଳିଆ ଘୋଷିତ। ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ବ୍ରିଟେନ ହାଇକୋର୍ଟ । ସାରା ବିଶ୍ବରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ଅନୁମତି। ଭାରତୀୟ ବ୍ୟାଙ୍କଗୁଡ଼ିକୁ ବି ସମ୍ପତ୍ତି ଜବତ ପାଇଁ ଅନୁମତି । ବ୍ରିଟେନ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିପାରିବେନି ମାଲ୍ୟା।

Read more

ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ-୨୦୨୦ର ଉଦ୍‌ଘାଟନ। ଉଦ୍‌ଘାଟନୀ ସମାରୋହରେ ତ୍ରିରଙ୍ଗା ଧରିଲେ ମନପ୍ରୀତ ସିଂହ ଓ ମ୍ୟାରିକମ୍ । କୋଭିଡ ମୃତକଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ାବିତଙ୍କ ନୀରବ ପ୍ରାର୍ଥନା । ଆଜିଠୁ ଅଗଷ୍ଟ ୮ ଯାଏ ଚାଲିବ ଟୋକିଓ ଅଲିମ୍ପିକ୍ସ-୨୦୨୦।

Read more

ଆମେରିକାର ରୋଡ଼ ଆଇଲ୍ୟାଣ୍ଡରେ ରଥ ଯାତ୍ରା ଆୟୋଜନ

ରୋଡ଼ ଆଇଲ୍ୟାଣ୍ଡ, ତା: ୨୩.୦୭: ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ରାତିତମ ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡ ଠାରେ ବିଶ୍ୱ ବ୍ରହ୍ମାଣ୍ଡର ସର୍ବବୃହତ ଦେବତା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ୪ର୍ଥ

Read more

ଆଜି ଠାରୁ ଆରମ୍ଭ ଟୋକିଓ ଅଲିମ୍ପିକ । କରୋନା କଟକଣା ମଧ୍ୟରେ ଉଦଘାଟନ ସମାରୋହ ଆୟୋଜନ ହେବ ବୋଲି ସୂଚନା । 44 ଜଣ ଭାରତୀୟ ଆଥଲେଟ ଏହି ଉଦଘାଟନୀ ସମାରୋହରେ ଭାଗ ନେବେ ବୋଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ଏହି ମେଗା ଇଭେଣ୍ଟରେ ଭାରତରୁ 127 ଜଣ ଆଥଲେଟ 18 ଟି କ୍ରୀଡ଼ାରେ ଭାଗ ନେଉଛନ୍ତି

Read more

UN ଟ୍ୟାକ୍ସ କମିଟିରେ ଓଡ଼ିଆ ଅଧିକାରୀ । ମିଳିତ ଜାତିସଂଘ ଟ୍ୟାକ୍ସ କମିଟିରେ ଓଡ଼ିଆ ଅଧିକାରୀ । ୨୫ ଜଣିଆ ଟ୍ୟାକ୍ସ କମିଟିରେ IRS ରଶ୍ମିରଞ୍ଜନ ଦାସ । ୨୦୨୫ ଯାଏ UN ଟ୍ୟାକ୍ସ କମିଟିରେ ରହିବେ ରଶ୍ମିରଞ୍ଜନ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଜସ୍ବ ବିଭାଗରେ ଯୁଗ୍ମ ସଚିବ ଅଛନ୍ତି ରଶ୍ମିରଞ୍ଜନ

Read more

ଭାରତରେ ଆସି ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ । ସପ୍ତମ ପର୍ଯ୍ୟାୟରେ ଫ୍ରାନ୍ସରୁ ଆସିଛି ଏହି ୩ଟି ରାଫେଲ ବିମାନ ।ଏକାଦିକ୍ରମେ ୭ ହଜାର କିମି ଆସିବା ବେଳେ ଇନ୍ଧନ ଭରିଲା UAE । ୨୦୨୧ ଶେଷ ସୁଦ୍ଧା ୩୬ଟି ଯାକ ରାଫେଲ ବିମାନ ଆସିବାର ଅଛି ।

Read more

ବାଗଦାଦରେ ଭୟଙ୍କର ବିସ୍ଫୋରଣ, ୩୫ ମୃତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ ଘଟିଛି। ସୋମବାର ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର

Read more

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା : ବସ୍‌-ଟ୍ରକ୍‌ ଧକ୍କାରେ ଚାଲିଗଲା ୩୦ ଜଣଙ୍କ ଜୀବନ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୩୦ ଜଣଙ୍କ ମୃତ୍ୟୁ

Read more