ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ଦଳରୁ ବହିଷ୍କୃତ, ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କାର କଲା କେନ୍ଦ୍ରୀୟ କମିଟି, କେ.ପି. ଶର୍ମା ଓଲିଙ୍କ ଦଳୀୟ ପ୍ରାଥମିକ ସଦସ୍ୟ ପଦ ମଧ୍ୟ ରଦ୍ଦ, ଦଳର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠାଙ୍କ ସୂଚନା

Read more

ଏକ ଅନ୍ତର୍ଦେଶୀୟ ଡ୍ରଗ୍‌ସ (ନିଷିଦ୍ଧ ମାଦକ ଦ୍ରବ୍ୟ) କାରବାର ରାକେଟରେ ସମ୍ପୃକ୍ତ ୨ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଆଜି ଚେନ୍ନାଇରେ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍‌ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ।

Read more

ଭାରତର ଐତିହାସିକ ବିଜୟ; କ୍ରମାଗତ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇଲା

ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଛି । ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ତିନି ୱିକେଟରେ

Read more

ଗୁଜରାଟ କୋସମ୍ବାରେ ଟ୍ରକ ମାଡିଯାଇ ଫୁଟପାତରେ ଶୋଇଥିବା ୧୫ ଜଣଙ୍କ ମୃତ୍ୟୁ : ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

Read more

ପାକିସ୍ତାନରେ ସିନ୍ଧୁ ଦେଶର ସ୍ୱାଧୀନତା ପାଇଁ ବିକ୍ଷୋଭ : ରାଲିରେ ନରେନ୍ଦ୍ର ମୋଦୀଙ୍କ ଫଟୋ ଧରି ଚାଲିଲେ

ଇସଲାମାବାଦ: ପାକିସ୍ତାନରେ ଜିଏମ ସୟଦଙ୍କ (GM Syed) ୧୧୭ ତମ ଜନ୍ମ ବାର୍ଷିକୀରେ ବିକ୍ଷୋଭକାରୀମାନେ ସିନ୍ଧ ପ୍ରଦେଶର ସାନ କସବେ ସହରରେ ସିନ୍ଧୁଦେଶର ସ୍ୱାଧୀନତା ପାଇଁ ରାଲି

Read more

ଆମେରିକା ସଂସଦର ନିମ୍ନ ସଦନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ। ମହାଭିଯୋଗ ସପକ୍ଷରେ ୨୩୨ ଓ ବିପକ୍ଷରେ ୧୯୭ ଜଣଙ୍କ ମତ । ୧୯ରେ ଉଚ୍ଚ ସଦନ ସିନେଟରେ ପ୍ରସ୍ତାବ ଉପରେ ହେବ ଆଲୋଚନା ।

Read more

ଟ୍ରମ୍ପ ପରାଜୟ ସ୍ୱୀକାର କରି କହିଲେ, ରେଜଲ୍ଟକୁ ନେଇ ମୁଁ ଖୁସି ନୁହେଁ କିନ୍ତୁ ୨୦ ଜାନୁଆରୀରେ ଶାନ୍ତିପୂର୍ଣ୍ଣ ଭାବେ ପଦ ଛାଡ଼ିଦେବି

ୱାଶିଂଟନ୍: ଆମେରିକାର କଂଗ୍ରେସ ଦ୍ୱାରା ଜୋ ବିଡେନଙ୍କୁ ରାଷ୍ଟ୍ରପତି ଭାବେ ଚୟନ କରିବା ପରେ ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର

Read more

ଆମେରିକାର ହ୍ୱାଇଟ ହାଉସ ରେ ହିଂସା ପରେ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କଲେ ‘ଫେସ୍‌ବୁକ୍‌’ ଓ ‘ଟୁଇଟର୍‌’

ସାନ୍‌ ଫ୍ରାନ୍‌ସିସ୍‌କୋ: ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଟ୍ରମ୍ପ୍‌ କରୁଥିବା ଭିତ୍ତିହୀନ ଦାବି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ଦଙ୍ଗା ଯୋଗୁଁ ବୁଧବାର ଦିନ ‘ଫେସ୍‌ବୁକ୍‌’ ଏବଂ ‘ଟୁଇଟର୍‌’

Read more