ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ ହଜାର ୮୪୧କୁ ବୃଦ୍ଧି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୨୬ ଲକ୍ଷ ୮୬ ହଜାର ୪୩୫ କୁ ବୃଦ୍ଧି । କୋରୋନାରୁ ସୁସ୍ଥ ହେଲେଣି ୧୨ କୋଟି ୧୧ ଲକ୍ଷ ୮୭ ହଜାର ୫୬୩ । ବିଶ୍ବର ୨୧୯ଟି ଦେଶରେ କାୟା ମେଲାଇଛି କୋରୋନା

Read more

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨,୬୧,୫୦୦ ପଜିଟିଭ, ୧୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ ସର୍ବକାଳୀନ ରେକର୍ଡ କରିଛି ମହାମାରୀ କରୋନା। କରୋନାର ଦ୍ୱିତୀୟ ଲହର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିବାର ଭାରତରେ ଦୈନିକ ସଂକ୍ରମଣ ସବୁ ପୁରୁଣା ରେକର୍ଡକୁ

Read more

ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଘରଛାଡି ବର୍ଡ଼ରରେ ପହଞ୍ଚିଲେ ଓଡିଆ ଝିଅ : ପୋଲିସ ଧରିବା ପରେ ସାମ୍ନାକୁ ଆସିଲା ପୁରା କାହାଣୀ

ଭୁବନେଶ୍ଵର : ପ୍ରେମ ମାନେ ନାହିଁ ବାଧା ବନ୍ଧନ । ସୀମା ସରହଦ ମାନେନି ପ୍ରେମ ପାଗଳ । ରିୟଲ ଷ୍ଟୋରିକୁ ନେଇ ତ ତିଆରି ହୁଏ

Read more

ସଂପୂର୍ଣ୍ଣ ବାଂଲାଦେଶ ୭ ଦିନ ପାଇଁ ଲକ୍‌ଡାଉନ ଘୋଷିତ । ଏପ୍ରିଲ ୫ରୁ ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କଲେ ସରକାର । କେବଳ ଜରୁରୀକାଳୀନ ସେବାକୁ ଲକ୍‌ଡାଉନରୁ ବାଦ ଦେବାକୁ ନିଷ୍ପତ୍ତି । କୋରୋନା ଯୋଗୁଁ ଦ୍ବିତୀୟ ଥର ପାଇଁ ବାଂଲାଦେଶ ଲକ୍‌ଡାଉନ

Read more

ଆଜିଠୁ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ଙ୍କ ୩ ଦିନିଆ ଭାରତ ଗସ୍ତ, କାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ । ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବୃଦ୍ଧି ନେଇ ହେବ ଆଲୋଚନା ।

Read more

ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କୋରୋନା ଟିକା, ଟିକା ମିଳିବା ନେଇ ରାଜ୍ୟ ସରକାରଙ୍କୁ ଜଣାଇଲା କେନ୍ଦ୍ର, ‘ଦେଶରେ କୋରୋନା ଟିକାର କୌଣସି ଅଭାବ ନାହିଁ’, ‘ଟିକା ଦେଉଥିବା ସମସ୍ତ ହସ୍ପିଟାଲକୁ ଯଥେଷ୍ଟ ଟିକା ଯୋଗାଇ ଦିଆଯିବ’

Read more

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା । ୫ ରାଜ୍ୟର ମୋଟ ୮୨୪ ଟି ବିଧାନସଭା ଆସନରେ ହେବ ନିର୍ବାଚନ । ୫ ରାଜ୍ୟ-ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ ଓ ପୁଡୁଚେରୀ

Read more