- ମାଲକାନଗିରିରେ କୋରୋନା କଟକଣା କଡ଼ାକଡ଼ି । ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାତ୍ରା ସମ୍ପୂର୍ଣ୍ଣ ଭାବେ ବନ୍ଦ । ସମସ୍ତ ଦୋକାନୀ ଓ ବ୍ୟବସାୟୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋକାନ ସାମ୍ନାରେ ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ ରଖିବା ବାଧ୍ୟ । ଭିଡ଼ ହେଲେ ରେଷ୍ଟୁରାଣ୍ଟ ଓ ହୋଟେଲ ସିଲ୍ କରାଯିବ
- ଗଞ୍ଜାମ ଆସିକା ସହରର କଇଁଫୁଲିଆରେ ସେତୁ ଲୋକାର୍ପିତ । ୩ କୋଟି ଟଙ୍କାର ସେତୁକୁ ଭର୍ଚୁଆଲରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିକାକୁ ସୋରଡ଼ା, ପିପଳପଙ୍କା ଓ ଗାଜଲବାଡ଼ି ସହ ଯୋଡ଼ିବ ଏହି ସେତୁ