- ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣରେ ଓଡ଼ିଶା ନମ୍ବର-୨। ଟିକାକରଣ କ୍ଷେତ୍ରରେ ପ୍ରଦର୍ଶନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା। ସାରା ଦେଶରେ ଲାକ୍ଷାଦ୍ବୀପ ତଳକୁ ରହିଛି ଓଡ଼ିଶାର ସ୍ଥାନ। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ ନମ୍ବରରେ ହରିୟାଣା। ଟିକାକରଣରେ ପଛରେ ଅଛନ୍ତି ଝାଡ଼ଖଣ୍ଡ, ଦିଲ୍ଲୀ, ତାମିଲନାଡୁ
- ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଅଭିଯୁକ୍ତ ଦୀପ ସିଂହ ସିଦ୍ଧୁକୁ ତୁରନ୍ତ ଗିରଫ କରିବାକୁ କମିସନରଙ୍କ ନିର୍ଦେଶ । ଲାକ୍ଖା ସିଧାନାକୁ ବି ଗିରଫ ପାଇଁ ନିର୍ଦେଶ ଦେଲେ ଦିଲ୍ଲୀ କମିସନର । ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ । ହିଂସା ଘଟଣାରେ ହୋଇଥିବା ଏତଲାର ଯାଞ୍ଚ ପାଇଁ ଗଢ଼ାଯିବ