- ଦେଶରେ ଦିନକରେ କୋରୋନାରେ ୬୮୦ ମୃତ: ୬୭ ହଜାର ୭୦୮ ପଜିଟିଭ । ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬କୁ ବୃଦ୍ଧି । ପଜିଟିଭ୍ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୭କୁ ବୃଦ୍ଧି । ଦିନକରେ ୮୧ ହଜାର ୫୧୪ ସୁସ୍ଥ । ଆରୋଗ୍ୟ ହେଲେଣି ୬୩.୮୩ ଲକ୍ଷ । ୮ ଲକ୍ଷ ୧୨ ହଜାର ୩୯୦ କୋରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ
- ଖୋର୍ଦ୍ଧା ସାରୁଅରେ OTV ଜମି ଜବରଦଖଲ ମାମଲା: ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି । ଗାଁ ପୋଖରୀ ରାସ୍ତାକୁ ଅବରୋଧ କରିଥିବା ପାଚେରି ଭାଙ୍ଗୁଛି ପ୍ରଶାସନ