ଫ୍ରାନ୍ସରେ କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କୋରୋନା ମହାମାରୀର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ଘୋଷଣା । ୪ ସପ୍ତାହ ପାଇଁ ପ୍ୟାରିସ ସମେତ ୯ ସହରରେ କର୍ଫ୍ୟୁ ଜାରି ନିର୍ଦେଶ । କୋରୋନାର ପ୍ରଥମ ଲହରି ଫ୍ରାନ୍ସରେ ନେଇଛି ୩୨,୯୪୨ ଜୀବନ

Leave a Reply

Your email address will not be published. Required fields are marked *