ରାଜ୍ୟରେ ୨୨ ଡାକ୍ତରଙ୍କ ଜୀବନ ନେଲାଣି କୋରୋନାର ଦ୍ବିତୀୟ ଲହରି । ଦେଶରେ ମାହାମାରୀରେ ଏଯାଏ ପ୍ରାଣ ହରାଇଲେଣି ୫୯୪ ଡାକ୍ତର । ଭାରତୀୟ ଡାକ୍ତରୀ ସଂଘ ପକ୍ଷରୁ ସୂଚନା | ଦିଲ୍ଲୀରେ ସର୍ବାଧିକ ୧୦୭, ବିହାର ୯୬, ୟୁପି ୬୭, ରାଜସ୍ଥାନ ୪୩, ଝାଡ଼ଖଣ୍ଡ ୩୯ ଡାକ୍ତରଙ୍କ ମୃତ୍ୟୁ

Facebook Comments

Leave a Reply

Your email address will not be published. Required fields are marked *