- ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ : ଫଳାଫଳ ମେ ୨ ରେ ଘୋଷିତ
- ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲା। ସି-ସୋର୍ କମ୍ପାନିର ସମସ୍ତ ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦେଶ ଦେଲେ ସ୍ବତନ୍ତ୍ର OPID କୋର୍ଟ। ୧୯୭ ଏକର ଜମି, ୨୦୦ କେଜି ରୁପା, ୧.୮୯ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୧୩୮୫ ଗ୍ରାମ ସୁନା ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ