- କୃଷକ ଆନ୍ଦୋଳନ ବେଳେ ବିଶୃଙ୍ଖଳା ପରେ କଠୋର ହେଲା ପୋଲିସ, ଦିଲ୍ଲୀର ସବୁ ପୋଲିସ କର୍ମଚାରୀ ଓ ଯବାନଙ୍କୁ କମିସନରଙ୍କ ନିର୍ଦେଶ, ଦିଲ୍ଲୀରେ ଉପଦ୍ରବ କରୁଥିବା ବିଶୃଙ୍ଖଳାକାରୀଙ୍କ କଡ଼ା ମୁକାବିଲା କର
- ବ୍ରହ୍ମପୁର ବଡ଼ବଜାରରେ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ, ହନୁମାନ ପଇସା ଦେବା ନାଁରେ ହୋଇଥିଲା ୨ କୋଟି ଟଙ୍କାର ଠକେଇ, ଠକେଇ ମାମଲାରେ ୭ ଗିରଫ, ୩ଟି ହନୁମାନ ପଇସା ଜବତ, ଦେଢ଼ଲକ୍ଷ ଟଙ୍କା, ବାଇକ୍, ସ୍ପିରିଟ୍ ଓ ଚୁମ୍ବକ ଜବତ କଲା ପୋଲିସ