ଅହମ୍ମଦାବାଦ: ତୃତୀୟ ଟେଷ୍ଟରେ ଭାରତର ଦମ୍‌ଦାର ବିଜୟ । ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ । ୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ୭.୪ ଓଭରରେ ହାସଲ କଲା ଭାରତ । ରୋହିତ ଶର୍ମା ୨୫ ଓ ଶୁଭମନ ଗିଲ ୧୫ ରନ୍‌ରେ ଅପରାଜିତ

Facebook Comments

Leave a Reply

Your email address will not be published. Required fields are marked *