- ନେତାଜୀଙ୍କ ଜନ୍ମଜୟନ୍ତୀରେ ମୁଷ୍କାନ୍ ସଂଗଠନ ପକ୍ଷରୁ ବସ୍ତି ପିଲାଙ୍କୁ ପାଠ ପଢା ସାମଗ୍ରୀ ପ୍ରଦାନ
- ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ପୋଲିସ ଅନୁମତି ଜାନୁଆରି ୨୬ରେ ଦିଲ୍ଲୀ ସହର ବାହାରେ ୫ଟି ରୁଟ୍ରେ ହେବ ରାଲି ଦିଲ୍ଲୀ ପୋଲିସ-କୃଷକ ସଂଗଠନ ଆଲୋଚନା ପରେ ମିଳିଲା ଅନୁମତି, ୟୁପି ଗେଟ୍ରୁ ଆନନ୍ଦ ବିହାର ସୀମାପୁରୀ ଦେଇ ମିରଟ ଯିବ ରାଲି, ସମସ୍ତ ପୋଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ କମିସନରଙ୍କ ନିର୍ଦେଶ