ଜାନୁଆରି ୨୯ରୁ ଚାଲିବ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରି ୧୫ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଫେବ୍ରୁଆରି ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ । ମାର୍ଚ ୮ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦୈନିକ ୪ ଘଣ୍ଟା ପାଇଁ ସଂସଦର ଉଭୟ ଗୃହ କାର୍ଯ୍ୟ କରିବ

Facebook Comments

Leave a Reply

Your email address will not be published. Required fields are marked *