ଏବର୍ଷର INI-CET ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ । କୋଭିଡ ଦୃଷ୍ଟିରୁ ପରୀକ୍ଷାକୁ ଅତି କମ୍‌ରେ ମାସେ ଘୁଞ୍ଚାଇବାକୁ ନିର୍ଦେଶ । ମେଡିକାଲ PG ନାମଲେଖା ପାଇଁ ଜୁନ୍‌ ୧୬ରେ ହେବାର ଥିଲା INI-CET । AIIMS, JIPMER, PGIMER ଓ NIMHANSରେ ନାମଲେଖା ପାଇଁ ହୁଏ INI-CET

Facebook Comments

Leave a Reply

Your email address will not be published. Required fields are marked *