୨୦୨୧ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ UK ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ସ୍ବୀକାର କଲେ ବୋରିସ୍‌ ଜନ୍‌ସନ । ୨୭ ବର୍ଷରେ ପ୍ରଥମ ଥର ପାଇଁ ରାଜପଥ ଆସୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ

Facebook Comments

Leave a Reply

Your email address will not be published. Required fields are marked *