- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ବନ୍ଧୁକ ଏୟାର ଏସିଆରେ ବାଙ୍ଗାଲୁରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ବନ୍ଧୁକ ଜବତ
- ରାଜ୍ୟରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଅନୁମତି: ଲାଇସେନ୍ସ ପ୍ରାସ୍ତ ଅନ୍ ସପ୍ ଖୋଲିବାକୁ ଅନୁମତି, ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦେଶନାମା।ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଓ ବିଅର ପାଲରରେ ବସି ମଦ ପିଇପାରିବେ, କଣ୍ଟେନମେଣ୍ଟ ଜୋନ୍ରେ ଖୋଲିବ ନାହିଁ ଅନ୍ ସପ୍। କୋଭିଡ କଟକଣା କଡ଼ାକଡ଼ି ପାଳନ କରାଯିବ