ଟିକାର ଅଭାବ ଅଭିଯୋଗ ଭିତରେ କେଉଁ ରାଜ୍ୟ କେତେ କରୋନା ଟିକା ନଷ୍ଟ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। କିଛି ରାଜ୍ୟରେ ଟିକାର ଅଭାବ ରହିଥିବା

Read more

ଯୁଗ୍ମ ପ୍ରବେଶିକା ପରୀକ୍ଷା ସ୍ଥଗିତ, କରୋନା ସଂକ୍ରମଣ ଦୃଷ୍ଟିରେ ରଖି JEE ମେନ୍ ସ୍ଥଗିତ ରଖାଯାଇଛି, ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବା ନେଇ NTA ପକ୍ଷରୁ ସୂଚନା, ଚଳିତ ମାସ ୨୭, ୨୮, ୩୦ରେ ହେବାର ଥିଲା ପରୀକ୍ଷା

Read more

ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପ୍ରଶାସନର କଟକଣା । କଟକଣା ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି

Read more

ଦିଲ୍ଲୀରେ ଚଳିତ ସପ୍ତାହରୁ ଲାଗୁ ହେବ ସପ୍ତାହାନ୍ତ କର୍ଫ୍ୟୁ । କେବଳ ହୋମ୍‌ ଡେଲିଭରି ପାଇଁ ରେଷ୍ଟୁରାଣ୍ଟ ଖୋଲା ରହିବ । ମଲ୍‌, ସ୍ପା, ଜିମ୍‌ ବନ୍ଦ ରହିବ; ବିବାହ ଉପରେ ପ୍ରତିବନ୍ଧକ ନାହିଁ । ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ CM କେଜରିୱାଲଙ୍କ ସୂଚନା

Read more

ଭୁବନେଶ୍ବରରେ ପହଞ୍ଚିଲା ୨.୫ ଲକ୍ଷ କୋଭିସିଲ୍‌ଡ ଟିକା । ଏବେ ରାଜ୍ୟରେ ୧.୨୬ ଲକ୍ଷ ଟିକା ଉପଲବ୍ଧ ଅଛି । ଏଥରର ଟିକାକୁ ମିଶାଇ ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ ।ଗତକାଲି କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Read more

ନୂଆଦିଲ୍ଲୀରେ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ହିନ୍ଦୀ ଅନୁବାଦକ ଶଙ୍କରଲାଲ ପୁରୋହିତଙ୍କ ଦ୍ୱାରା ଅନୁବାଦ ହୋଇଛି | ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି ସ୍ଥାନର ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ସାମିଲ

Read more

PM-CM ବୈଠକରେ ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ବାବଦକୁ ୫ ଲକ୍ଷ ଟିକା ଦେବାକୁ ଦାବି କଲେ ନବୀନ |  SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ବି ଅନୁମତି ଦିଆଯାଉ । ECRPରେ ୪୦୦ କୋଟି ଦାବି କରିଥିଲା ଓଡ଼ିଶା। ମାତ୍ର ରାଜ୍ୟକୁ ୧୪୬ କୋଟି ମିଳିଛି: ନବୀନ। ସଂକ୍ରମଣ ବଢ଼ୁଥିବାରୁ ଅଗ୍ରୀମ ୩୦୦ କୋଟି ଦେବାକୁ ଦାବି କଲେ ନବୀନ

Read more