କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କଲେ ୟେଦିୟୁରପ୍ପା । ୟେଦିୟୁରପ୍ପାଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ । ଆଜି ୟେଦିୟୁରପ୍ପାଙ୍କ ଚତୁର୍ଥ ପାଳିର ୨ ବର୍ଷ ପୂରୁଥିଲା

Read more

ମହାରାଷ୍ଟ୍ର ବନ୍ୟାରେ ସରକାରୀ ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି । ୯୯ ଜଣ ଲୋକ ନିଖୋଜ, ୩,୨୨୧ ଗୃହପାଳିତ ପଶୁଙ୍କ ମୃତ୍ୟୁ । କାଲି ରାତି ସୁଦ୍ଧା ୧.୩୫ ଲକ୍ଷ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ । ମହାରାଷ୍ଟ୍ରର ୮୭୫ ଗାଁ ପ୍ରଭାବିତ, ୫୩ ବନ୍ୟା ବିପନ୍ନ ଗୁରୁତର ଆହତ

Read more

ଆସନ୍ତାକାଲି ଦିନ ୩ଟାରେ ପ୍ରକାଶ ପାଇବ ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ବୋର୍ଡ ପକ୍ଷରୁ ଦିନ ୩ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହାପରେ

Read more

ତିରୁପତି ସ୍ଥିତ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ୬.୫ କେଜିର ସୁନା ଖଣ୍ଡା ଦେଲେ ବ୍ୟବସାୟୀ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ମୁଖ୍ୟ ଆରାଧ୍ୟ ଓ ଧନଶାଳୀ ଦେବତା ରୂପେ ପରିଚିତ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ଜଣେ ବ୍ୟବସାୟୀ ୬.୫ କେଜି

Read more

ଆଜିଠୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ସର୍ଵ ଭାରତୀୟ JEE ମେନ୍‌ । ଓଡ଼ିଶାରେ ୨୨, ୨୫ ଓ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ସାରା ଦେଶରୁ ୭ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡିଶାରୁ ୩୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Read more

ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ: ଦିନ ୧୨ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି, ୧୨ଟାରୁ ଆରମ୍ଭ ହୋଇ ଦିନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ ପହଣ୍ଡି, ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ୩ ରଥରେ ଛେରା ପହଁରା ନୀତି; ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ନେଇ ସମୟ ନିର୍ଘଣ୍ଟ

Read more

ଶାରଳା ମନ୍ଦିରର ୩ ହୁଣ୍ଡିରୁ ବାହାରିଲା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ; ପାଣି ଲାଗି ହଜାର ହଜାର ଟଙ୍କା ନଷ୍ଟ

ଜଗତସିଂହପୁର: କୋଭିଡ୍‌ ମହାମାରୀ ଯୋଗୁଁ ୨୦୧୯ରୁ ମା’ ଶାରଳା ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡି ଖୋଲାଯାଇ ପାରିନଥିଲା। ବର୍ତ୍ତମାନ ମନ୍ଦିର ପ୍ରଶାସନ ପକ୍ଷରୁ ଏହି

Read more

ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବିଟେକ୍ ଶିକ୍ଷା

ନୂଆଦିଲ୍ଲୀ : ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି । ଅନ୍ୟ

Read more