ଜାନୁଆରି ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟ୍‌ ପରିଚୟ ପତ୍ର ସଂଶୋଧନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Read more

ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ର-ସୂର୍ଯ୍ୟ । ସ୍ବତନ୍ତ୍ର ଭାବେ କାଗଜପତ୍ର କରି ଶ୍ରୀମନ୍ଦିର ନାଜରଙ୍କ ପାଖେ ରଖାଯିବ । ବର୍ତ୍ତମାନ ତଦନ୍ତ ଚାଲିଥିବା ବେଳେ କ’ଣ କରାଯିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ସୂଚନା

Read more

IIT ଭୁବନେଶ୍ବର ପାଳନ କରୁଛି ନବମ ସମାବର୍ତ୍ତନ ଉତ୍ସବ । କୋଭିଡ ପାଇଁ ହାଇବ୍ରିଡ ମୋଡରେ ଉତ୍ସବ ଅନୁଷ୍ଠିତ । ଚଳିତବର୍ଷ ୪୪୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ, ୩୫ ପିଏଚ୍‌ଡି, ୧୪୧ ଏମ୍‌ଟେକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ, ୭୦ ଏମ୍‌ଏସ୍‌ସି ଓ ୨୦୦ ବିଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ

Read more

ଛାଡ଼ଖାଇରେ ଛେଳିର ନାଁ ‘ମୋଦି’ : ଗ୍ରାହକ ୭୦ ଲକ୍ଷ ଟଙ୍କା ଦେବାକୁ ରାଜି, ହେଲେ ଛେଳିର ମାଲିକ କହିଲେ ଦେଢ଼ କୋଟି ଟଙ୍କାରୁ କମରେ ବିକିବେ ନାହିଁ

ମୁମ୍ବାଇ: ଲକଡାଉନ୍‌ ନିୟମାବଳୀ ଢିଲା ହେବା ପରେ ଦେଶ ସାରା ଅନ୍ୟ ଅନେକ ବ୍ୟବସାୟ ପରି ପଶୁ ମାଂସ ବ୍ୟବସାୟ ବି ପୂର୍ବ ସ୍ଥିତିକୁ ଫେରିବା ଆରମ୍ଭ

Read more

ନୟାଗଡ଼ରେ ୫ ବର୍ଷର ଝିଅ ପରୀକୁ ଅପହରଣ ଓ ହତ୍ୟା ଘଟଣା: ନିଜଆଡୁ ମାମଲା ରୁଜୁ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ । ୧୦ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କଲେ କମିସନ । ମାମଲାର ସ୍ଥିତି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ତଲବ

Read more

୩ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଭର୍ଚୁଆଲ୍‌ ମିଟିଂରେ କଥା ହେବେ ପ୍ରଧାନମନ୍ତ୍ରୀ । ତିନି କମ୍ପାନୀ ହେଉଛନ୍ତି ପୁନେର ବାୟୋ ଫାର୍ମାସ୍ୟୁଟିକାଲ୍‌, ହାଇଦ୍ରାବାଦର ବାୟୋଲୋଜିକାଲ୍‌ ଇ ଲିମିଟେଡ୍‌ ଓ ଡକ୍ଟର ରେଡ୍ଡି ଲାବ୍ରୋଟୋରିଜ୍‌

Read more

୪୦୦ ବର୍ଷ ପରେ ଡିସେମ୍ବର ୨୧ରେ ଶନି-ବୃହସ୍ପତି ମହାମିଳନ, ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ

ଭୁବନେଶ୍ୱର : ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ପାଖାପାଖି ୪ଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର

Read more

୨୬ ବର୍ଷ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ : ସ୍ବର୍ଣ୍ଣାଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ୩ ଘଣ୍ଟା ବିଳମ୍ବ

ପୁରୀ: ୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ବେଶ କାର୍ଯ୍ୟ ।

Read more

ଡାକ୍ତରଖାନା ଡ୍ୟୁଟି ବାହାରେ ଏଣିକି ମାତ୍ର ୧ ଟଙ୍କା ଫି’ରେ ରୋଗୀ ଦେଖିବା ସହ ଅର୍ଥକୁ ଗରିବ ଲୋକଙ୍କ ସେବା ପାଇଁ ଦାନ କରିବେ ବୋଲି ଘୋଷଣା କଲେ ସମ୍ବଲପୁରର ଯୁବ ଡାକ୍ତର

ସମ୍ବଲପୁର : ଭିମ୍‌ସାର୍‌ରେ ଆସିଷ୍ଟାଣ୍ଟ ପ୍ରଫେସର୍‌ ଭାବେ ମନୋନୀତ ଡା. ଶଂକର ରାମଚନ୍ଦାନୀ ନିଜ ଡାକ୍ତରଖାନା ଡ୍ୟୁଟି ବାହାରେ ଏଣିକି ମାତ୍ର ୧ ଟଙ୍କା ଫି’ରେ ରୋଗୀ

Read more