ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩୭୮୦ ଜୀବନ, କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮କୁ ବୃଦ୍ଧି । ଦେଶରେ ଦିନକରେ ୩ ଲକ୍ଷ ୮୨ ହଜାର ୩୧୫ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ।

Read more

୧୦ଟି ରାଜ୍ୟକୁ ଓଡ଼ିଶା ଯୋଗାଇଲାଣି ୨୮୧ ଟ୍ୟାଙ୍କର ଅକ୍ସିଜେନ । ୧୨ ଦିନରେ ଗ୍ରୀନ୍‌ କରିଡର ଯୋଗେ ପଠାଯାଇଛି ୫୧୨୫ ଟନ୍‌ ଅକ୍ସିଜେନ । ଆନ୍ଧ୍ରକୁ ସର୍ବାଧିକ ୮୩, ତେଲଙ୍ଗାନାକୁ ୭୬ ଟ୍ୟାଙ୍କର ଅକ୍ସିଜେନ ଯାଇଛି । ମଧ୍ୟପ୍ରଦେଶକୁ ୨୬, ୟୁପିକୁ ୨୪, ଛତିଶଗଡ଼କୁ ୧୪ ଟ୍ୟାଙ୍କର ପଠାଯାଇଛି

Read more

ହାଇଦ୍ରାବାଦ ଚିଡ଼ିଆଖାନାରେ ୮ଟି ସିଂହ କୋରୋନା ସଂକ୍ରମିତ । ସିଂହଙ୍କ ନମୁନାରେ କୋଭିଡ ଭୂତାଣୁ ମିଳିଥିବା ସୂଚନା । ମେ ୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଚିଡ଼ିଆଖାନା । ୪ ସିଂହଙ୍କଠାରେ କୋରୋନା ଲକ୍ଷଣ ଦେଖାଦେବା ପରେ କରାଯାଇଥିଲା ପରୀକ୍ଷା

Read more

ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ହିଂସାରେ ୯ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଦିଲ୍ଲୀରେ ବିଜେପି ପକ୍ଷରୁ ଧାରଣା । କାଲି ମମତାଙ୍କ ଶପଥ ଗ୍ରହଣ ଅବସରରେ ଦେଶବ୍ୟାପୀ ଧାରଣା ଦେବାକୁ ବିଜେପିର ଘୋଷଣା । ଆଜିଠୁ ୨ ଦିନିଆ ବେଙ୍ଗଲ ଗସ୍ତରେ ଅଛନ୍ତି BJP ସଭାପତି ଜେ.ପି. ନଡ୍ଡା

Read more

IPLକୁ ଛୁଇଁଲା କରୋନା ସଂକ୍ରମଣ । କୋଲକତା ନାଇଟ ରାଇଡର୍ସର ୨ ଖେଳାଳି କରୋନା ପଜିଟିଭ୍ । କରୋନା ସଂକ୍ରମଣ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ବାତିଲ୍ । କେକେଆର-ଆରସିବି ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ୍।

Read more

କର୍ଣ୍ଣାଟକର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨ ଘଣ୍ଟାରେ ଗଲା ୨୪ ଜଣଙ୍କ ଜୀବନ

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। କର୍ଣ୍ଣାଟକାର ଛାମରାଜନଗର ଜିଲ୍ଲା ହସ୍ପିଟାଲରେ ୨ ଘଣ୍ଟା ପାଇଁ ଅକ୍ସିଜେନ

Read more

ଦିଲ୍ଲୀରେ ଆମ୍ବୁଲାନ୍ସ ୪ କିମି ପାଇଁ ନେଲା ୧୦ ହଜାର ଟଙ୍କା ; ଆଇପିଏସ୍ ସେୟାର କଲେ ରସିଦ

ନୂଆ ଦିଲ୍ଲୀ: କରୋନାର (Corona) ଦ୍ୱିତୀୟ ଲହର (Second Wave) ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ହସ୍ପିଟାଲରେ ନା ବେଡ଼ ଖାଲି ରହିଛି

Read more

ବଡ ଘୋଷଣା : ମଇ ୫ ତାରିଖ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଲକ୍‌ଡାଉନ୍‌

ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର

Read more