- ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍ ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍ ପରୀକ୍ଷା ଫି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଉପକୃତ ହେବେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ । ଏଥିପାଇଁ ରାଜ୍ୟ ସରକାର ଭରଣ କରିବେ ୨୭ କୋଟି ଟଙ୍କା
- କଟକ ପରେ ଭୁବନେଶ୍ୱରରୁ ନକଲି ଘିଅ କାରଖାନା ଠାବ । ସୁନ୍ଦରପଦା କୈବଲ୍ୟ ନଗର ଅଞ୍ଚଳରୁ ନକଲି ଘିଅ କରାଖାନା ଠାବ । ଏୟାର ଫିଲ୍ଡ ଥାନା ଓ କ୍ୟୁଏଟିର ମିଳିତ ଚଢାଉ । ବିପୁଳ ପରିମାଣର ନକଲି ଘିଅ ସାମଗ୍ରୀ ଜବତ ।