- ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେଇଥିଲେ ଅସିତ ତ୍ରିପାଠୀ
- ନୂଆବର୍ଷରେ ଭୁବନେଶ୍ବର ଓ ଦେଶବାସୀଙ୍କୁ PMଙ୍କ ଡିଜିଟାଲ ଉପହାର । ମିସ୍ଡ କଲ୍ରେ ଗ୍ୟାସ୍ ବୁକିଂ ସେବାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଣିକି ୮୪୫୪୯୫୫୫୫୫ ନମ୍ବରରେ ମିସ୍ କଲ୍ କଲେ ଘରେ ପହଞ୍ଚିବ ଗ୍ୟାସ୍