୫୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ । ୨୨ଟି ଫେକ୍‌ କମ୍ପାନି କରି ଜାଲିଆତି କରାଯାଇଥିବା ଅଭିଯୋଗ । ବାଲିଅନ୍ତା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ଜିଏସ୍‌ଟି ବିଭାଗ । ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିକୁ ଗିରଫ କଲା ଜିଏସ୍‌ଟି ବିଭାଗ । ସୂଚନା ଦେଲେ ଜିଏସ୍‌ଟି କମିସନର ଏସ୍. କେ. ଲୋହାନୀ

Facebook Comments

Leave a Reply

Your email address will not be published. Required fields are marked *