କାଲିଠୁ ୧୫ ଦିନ ପାଇଁ ବନ୍ଦ ରହିବ ପଶ୍ଚିମବଙ୍ଗର ସବୁ ଅଫିସ୍‌ । ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ ଅଫିସ ମେ ୩୦ ଯାଏ ବନ୍ଦ । ସମସ୍ତ ଶିକ୍ଷାନୁଷ୍ଠାନ ବି ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ।

Facebook Comments

Leave a Reply

Your email address will not be published. Required fields are marked *