ଗଞ୍ଜାମ ଗୋପାଳପୁରରେ ହେବ ସୈନ୍ୟ ନିଯୁକ୍ତି ରାଲି । ମାର୍ଚ ୧୨ରୁ ୨୪ ଯାଏ ୬ଟି ପଦବୀ ପାଇଁ ହେବ ରାଲି । ଆଜିଠାରୁ ଫେବ୍ରୁଆରି ୨୪ ଯାଏ ପଞ୍ଜୀକରଣ କରିପାରିବେ ଆଶାୟୀ । http://joinindianarmy.nic.in ୱେବ୍‌ସାଇଟ୍‌ରେ ହେବ ପଞ୍ଜୀକରଣ

Facebook Comments

Leave a Reply

Your email address will not be published. Required fields are marked *