- କାଲିଠୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ଭୁବନେଶ୍ବରରେ ୬ଟି ସ୍ଥାନରେ ହେବ ଟିକାକରଣ । ପୂର୍ବରୁ ୫ଟି ସ୍ଥାନ ସହିତ ଏମ୍ସରେ ବି ହେବ ଟିକାକରଣ । ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ହିଁ ଦିଆଯିବ | ଭୁବନେଶ୍ବରରେ ୯ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା
- କରୋନା ଟିକାକୁ ନେଇ ଆଜି ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ହେବ । ଆଜି ଦେଶର ସମସ୍ତ ରାଜ୍ୟ ଓ ୟୁନିଅନ୍ ଅଞ୍ଚଳରେ ପ୍ରାୟ ୩୦୦୬ ଟି ସ୍ଥାନ ଡିଜିଟାଲ୍ ମାଧ୍ୟମରେ ସଂଯୋଗ ହେବେ ଓ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲୋକଙ୍କୁ ଟୀକାକରଣ କରାଯିବ ।