ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ପାଇଁ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବା ପାଇଁ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଜାଗା ଚିହ୍ନଟ କରିସାରିଛନ୍ତି । ଧାର୍ମିକ ପର୍ଯ୍ୟଟନ ଓ ଆର୍ଥିକ କାରବାର ପାଇଁ ପୁରୀ ପ୍ରମୁଖ ସ୍ଥାନ | ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନ ବନ୍ଦର କରିବାକୁ ସୁପାରିସ । ବେସାମରିକ ବିମାନ ଚଳାଚଳ ବିଭାଗକୁ ନିର୍ଦେଶ ଦେବାକୁ ନବୀନଙ୍କ ଅନୁରୋଧ । ୧୯୨ଟି ଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହେଉଛି । ଦେଶର ଚାରିଧାମ ମଧ୍ୟରେ ପୁରୀ ହେଉଛି ଅନ୍ୟତମ

Facebook Comments

Leave a Reply

Your email address will not be published. Required fields are marked *