ଦେଶରେ ଦିନକରେ ଆଉ ୫୫୯ ଜଣଙ୍କ ଜୀବନ ନେଲା କୋରୋନା । ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୬ ହଜାର ୧୨୧କୁ ବୃଦ୍ଧି । ଦିନକରେ ଚିହ୍ନଟ ହେଲେ ଆଉ ୪୫ ହଜାର ୬୭୪ ଆକ୍ରାନ୍ତ । ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି । ସୁସ୍ଥ ହେଲେଣି ୭୮ ଲକ୍ଷ ୭ ହଜାର ୭୫୪ ଜଣ । ୫ ଲକ୍ଷ ୧୨ ହଜାର ୬୬୫ ରୋଗୀ ଏବେ ବି ଚିକିତ୍ସାଧୀନ

Facebook Comments

Leave a Reply

Your email address will not be published. Required fields are marked *