ଘରୋଇ ହସ୍ପିଟାଲ ପାଇଁ ସ୍ଥିର ହେଲା କୋଭିଡ ଟିକାର ସଂଶୋଧିତ ଦର । ୧୫୦ ଟଙ୍କାର ସେବା ଶୁଳ୍କକୁ ମିଶାଇ ନୂଆ ଦର ସ୍ଥିର କଲେ ସରକାର । ଘରୋଇ ସଂସ୍ଥାରେ ଏଣିକି ୧୪୧୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ସ୍ପୁଟନିକ-ଭି ଟିକା ୧୧୪୫ ଟଙ୍କା ଓ କୋଭିସିଲ୍‌ଡ ୭୮୦ ଟଙ୍କାରେ ମିଳିବ ।

Facebook Comments

Leave a Reply

Your email address will not be published. Required fields are marked *