ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଅଭିଯୁକ୍ତ ଦୀପ ସିଂହ ସିଦ୍ଧୁକୁ ତୁରନ୍ତ ଗିରଫ କରିବାକୁ କମିସନରଙ୍କ ନିର୍ଦେଶ । ଲାକ୍‌ଖା ସିଧାନାକୁ ବି ଗିରଫ ପାଇଁ ନିର୍ଦେଶ ଦେଲେ ଦିଲ୍ଲୀ କମିସନର । ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ । ହିଂସା ଘଟଣାରେ ହୋଇଥିବା ଏତଲାର ଯାଞ୍ଚ ପାଇଁ ଗଢ଼ାଯିବ

Facebook Comments

Leave a Reply

Your email address will not be published. Required fields are marked *