ଉତ୍ତର ଭାରତରେ ଭୂମିକମ୍ପ ଝଟ୍‌କା । ଦିଲ୍ଲୀ-NCRରେ ଭୂମିକମ୍ପ ଝଟ୍‌କା ଅନୁଭୂତ । ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡ, ଜମ୍ମୁରେ ଭୂକମ୍ପର ଜୋର୍‌ଦାର ଝଟ୍‌କା । ଆଫଗାନିସ୍ତାରେ ଭୂକମ୍ପର କେନ୍ଦ୍ରସ୍ଥଳ । ତାଜିକସ୍ତାନରେ ୬.୧ ତିବ୍ରତାର ଭୂକମ୍ପ ଅନୁଭୂତ

Facebook Comments

Leave a Reply

Your email address will not be published. Required fields are marked *