ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆଙ୍କ ୮୯ ବର୍ଷ ବୟସରେ କୋଭିଡରେ ପରଲୋକ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡ଼ିଆଙ୍କ ପରଲୋକ । ୮୯ ବର୍ଷ ବୟସରେ କୋଭିଡରେ ଆଖି ବୁଜିଲେ ଜଗନ୍ନାଥ । କେନ୍ଦ୍ର ମନ୍ତ୍ରୀ ଏବଂ ବିହାର ଓ ହରିୟାଣାର ରାଜ୍ୟପାଳ ବି ଥିଲେ । ରାଷ୍ଟ୍ରୀୟ ସମ୍ମାନର ସହ ହେବ ଜଗନ୍ନାଥଙ୍କ ଶେଷକୃତ୍ୟ | ଆଜି ଦିନିକିଆ ରାଜ୍ୟ ଶୋକ ଘୋଷିତ, ସବୁ ସରକାରୀ ଅଫିସ୍‌ ବନ୍ଦ । ଜଗନ୍ନାଥ ପାହାଡ଼ିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ । ସାମାଜିକ ସଶକ୍ତିକରଣରେ ଅବଦାନକୁ ପ୍ରଶଂସା କଲେ ମୋଦି । ଜଗନ୍ନାଥଙ୍କ ବିୟୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶୋକ

Facebook Comments

Leave a Reply

Your email address will not be published. Required fields are marked *