ହରିୟାଣାରେ ଜୁନ୍‌ ୭ ଯାଏ ବଢ଼ିଲା କୋଭିଡ ଲକ୍‌ଡାଉନ ଅବଧି । ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଜୁନ୍‌ ୧୫ ଯାଏ ବନ୍ଦ ରଖିବାକୁ ନିର୍ଦେଶ । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଟକଣା ଜାରି । ଯୁଗ୍ମ-ଅଯୁଗ୍ମ ସୂତ୍ର ମାନି ଦିନ ୯ଟାରୁ ୩ଟା ଯାଏ ଖୋଲି ପାରିବ ଦୋକାନ। ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Facebook Comments

Leave a Reply

Your email address will not be published. Required fields are marked *