ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ ଉପରେ ଆକ୍ରମଣ ମାମଲା । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ DGPଙ୍କୁ ଆସନ୍ତା ୧୪ରେ ହାଜର ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସମନ । ଗତକାଲି ଡାଇମଣ୍ଡ ହାରବର ଗଲାବେଳେ ହୋଇଥିଲା ଆକ୍ରମଣ । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ହୋଇଛି ସମନ

Facebook Comments

Leave a Reply

Your email address will not be published. Required fields are marked *