୧୪ ଡିସେମ୍ବର ସନ୍ଧ୍ୟା ୭ଟା ବାଜି ୩ ମିନିଟରେ ୫ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ

Solar Eclipse 2020: ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ (Last Solar Eclipse of 2020) ଡିସେମ୍ବର ମାସରେ ହେବ । ୧୪ ଡିସେମ୍ବର ୨୦୨୦ ରେ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ହେବ । ଏହି ସୂର୍ଯ୍ୟ ଗ୍ରହଣ ପ୍ରାୟ 5 ଘଣ୍ଟା ଧରି ଚାଲିବ । ଏହି ସୂର୍ଯ୍ୟ ଗ୍ରହଣ ୧୪ ଡିସେମ୍ବର ସନ୍ଧ୍ୟା ୭ଟା ବାଜି ୩ ମିନିଟରେ ଆରମ୍ଭ ହେବ ଓ ୧୫ ଡିସେମ୍ବରରେ ରାତି ୧୨:୨୩ ରେ ଶେଷ ହେବ ।

Facebook Comments

Leave a Reply

Your email address will not be published. Required fields are marked *