- ଭୁବନେଶ୍ବର ଅଭିମୁଖେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ବାଇକ୍ ରାଲି । ସମ୍ବଲପୁର ଜେଲ ଛକରୁ ଭୁବନେଶ୍ବର ଅଭିମୁଖେ ବାଇକ୍ ରାଲି । ଆଜି ବାମୁର ଓ ଆସନ୍ତାକାଲି କଟକରେ ରାତ୍ରି ରହଣି କାର୍ଯ୍ୟକ୍ରମ । ୨ ତାରିଖରେ ପଳାଶୁଣିରେ ଏକତ୍ରିତ ହେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ
- ବ୍ରାଜିଲର ଆମାଜୋନିଆ-୧ ସମେତ ମହାକାଶକୁ ଗଲା ୧୯ ଉପଗ୍ରହ । ଏକସଙ୍ଗରେ ୧୯ଟି ଉପଗ୍ରହ ମହାକାଶକୁ ପଠାଇଲା ଇସ୍ରୋ । ୧୯ଟି ଉପଗ୍ରହକୁ ନେଇ ମହାକାଶକୁ ଗଲା PSLV-C51 । ଆନ୍ଧ୍ର ଶ୍ରୀ ହରିକୋଟାରୁ ଦିନ ୧୦ଟା ୨୪ ସଫଳ ଉତ୍କ୍ଷେପଣ