୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ । ଆସନ୍ତା ୨୪ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ମୋହନ ଭାଗବତ । ନଭେମ୍ବର ୨୫ ଓ ୨୬ ଦୁଇଦିନ ଧରି ଭୁବନେଶ୍ବରରେ ହେବାକୁଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବକ୍ଷେତ୍ର ବୈଠକରେ ଯୋଗ ଦେବେ ଭାଗବତ

Leave a Reply

Your email address will not be published. Required fields are marked *