ମହାରାଷ୍ଟ୍ରର ପୁଣେରେ କାଲିଠୁ ଲାଗୁ ହେବ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ୭ ଦିନ ଯାଏ ବନ୍ଦ ରହିବ ସବୁ ବାର୍‌, ହୋଟେଲ, ରେସ୍ତୋରାଁ । ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ସବୁ କାର୍ଯ୍ୟକ୍ରମ ନିଷିଦ୍ଧ | ଶୁଦ୍ଧିକ୍ରିୟାରେ ୨୦ ଓ ବିବାହରେ ୫୦ ଜଣରୁ ଅଧିକ ଏକାଠି ହେବେନି । ଏପ୍ରିଲ ୯ରେ ସ୍ଥିତି ସମୀକ୍ଷା ପରେ ବଢ଼ିପାରେ କର୍ଫ୍ୟୁ ଅବଧି । ରାତି ୮ଟା ୩୦ରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ CM ଉଦ୍ଧବ ଠାକରେ

Facebook Comments

Leave a Reply

Your email address will not be published. Required fields are marked *