ବିହାରରେ NDA ବିଧାୟକ ଦଳ ନେତା ହେଲେ ନୀତୀଶ କୁମାର । ଆଜି ରାଜ୍ୟପାଳଙ୍କୁ ଭେଟିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ

Leave a Reply

Your email address will not be published. Required fields are marked *