- ଅପହୃତ ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଛାଡ଼ିଲେ ନକ୍ସଲ, ଆଜି ଅପରାହ୍ନରେ ରାକେଶ୍ୱରଙ୍କୁ ଛାଡ଼ାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ଜଣାପଡ଼ିଛି
- ଯବାନ ରାକେଶ୍ବରଙ୍କୁ ଛାଡ଼ିବା ପୂର୍ବରୁ ମାଓବାଦୀଙ୍କ ପ୍ରଜାକୋର୍ଟ । ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ଘଞ୍ଚ ଜଙ୍ଗଲରେ ହୋଇଥିଲା ପ୍ରଜାକୋର୍ଟ । ରାକେଶ୍ବରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟରେ ହାଜର ପରେ ଛାଡ଼ିଲେ ମାଓବାଦୀ