ଛାତିରେ କଷ୍ଟ ଅନୁଭବ କରିବାରୁ ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି ବୋଲି ଏକ ବିବୃତିରେ ଡାକ୍ତରଖାନାର କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତିଙ୍କର ‘ରୁଟିନ୍‌ ଚେକ୍‌-ଅପ୍‌’ ଚାଲିବା ସହ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

Facebook Comments

Leave a Reply

Your email address will not be published. Required fields are marked *