ବାଲେଶ୍ବରର ଚାନ୍ଦିପୁରରୁ QRSAM କ୍ଷେପଣାସ୍ତ୍ରର ପରୀକ୍ଷଣ । କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଲଞ୍ଚ ପ୍ୟାଡ-୩ରୁ ହେଲା ଉତ୍‌କ୍ଷେପଣ ଚାଳକବିହୀନ ବିମାନ ବଂଶୀକୁ ଲକ୍ଷ୍ୟଭେଦ କଲା QRSAM । QRSAMର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର । QRSAM-Quick Reaction Surface to Air Missile

Leave a Reply

Your email address will not be published. Required fields are marked *