- ଏଣିକି ସଡ଼କ ସୁରକ୍ଷା ସପ୍ତାହ ନୁହେଁ, ପାଳିତ ହେବ ସଡ଼କ ସୁରକ୍ଷା ମାସ । ୨୦୨୧ ଜାନୁଆରି ୧୮ରୁ ଫେବ୍ରୁଆରି ୧୭ ଯାଏ ପାଳିତ ହେବ । ଏହି ସମୟରେ ସଡ଼କ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯିବ । ଏ ନେଇ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
- ଶ୍ରୀମନ୍ଦିରରେ ପ୍ରବେଶ ଅଭିଯୋଗରେ ୪ ANM ଙ୍କୁ ନିଲମ୍ବିତ କଲେ CDMO। ମନ୍ଦିର ବାହାରେ ଡ୍ୟୁଟି କରୁଥିଲେ | ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ। ପ୍ରବେଶ ଅନୁମତି ନଥିଲେ ବି ମନ୍ଦିରକୁ ଯାଇଥିଲେ ୪ ANM ।