ଦେଶରେ ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ନିଷେଧ । କୋଭିଡ୍‌ ସ୍ଥିତିକୁ ଦେଖି ନିର୍ବାଚନ କମିସନଙ୍କ କଡ଼ା ନିର୍ଦେଶ । ମେ‘ ୨ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଗଣତି ଦିନ ବା ପରେ ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

Facebook Comments

Leave a Reply

Your email address will not be published. Required fields are marked *