ମୁମ୍ବାଇର ଟିକ୍‌ଟକ୍‌ ଅଭିନେତ୍ରୀ ପୂଜା ଚୌହ୍ବାନ ମୃତ୍ୟୁ ମାମଲା । ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ପଦରୁ ସଞ୍ଜୟ ରାଠୋରଙ୍କ ଇସ୍ତଫା । ମାମଲାର ନିରପେକ୍ଷ ତଦନ୍ତ ପାଇଁ ଇସ୍ତଫା ଦେଇଥିବା ସୂଚନା । ଫେବ୍ରୁଆରି ୮ରେ ଏକ କୋଠାରୁ ଖସି ପ୍ରାଣ ହରାଇଥିଲେ ଅଭିନେତ୍ରୀ । ପୂଜାଙ୍କ ସହ ସଞ୍ଜୟଙ୍କ କଥାବାର୍ତ୍ତାର ଅଡିଓ ଓ ଭିଡିଓ ଭାଇରାଲ ହୋଇଥିଲା ।

Facebook Comments

Leave a Reply

Your email address will not be published. Required fields are marked *