- ‘ମନ୍ କି ବାତ୍’ରେ ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ସେନାରେ ସାମିଲ ନେଇ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଶଂସା । ସିଲୁଙ୍କଠାରୁ ଟ୍ରେନିଂ ପାଇ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇଛନ୍ତି
- କାଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ହେବ ବାହାଘର; ଏନେଇ ସୋସିଆଲ ମିଡିଆରେ ସୂଚନା ଦେଲେ ସବ୍ୟସାଚୀ, ସବ୍ୟ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ପୂର୍ବରୁ ସରିଛି