- ବୁର୍ଲା ଭିସୁଟ୍ରେ ୨୫ରୁ ଅଧିକ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସ୍ପଷ୍ଟୋକ୍ତି । କିଟ୍ ଖରାପ୍ ଯୋଗୁଁ ରିପୋର୍ଟ ପଜିଟିଭ ଥିଲା, RT-PCR ଟେଷ୍ଟରେ କେହି ପଜିଟିଭ ଆସିନାହାନ୍ତି: ପ୍ରଦୀପ୍ତ ମହାପାତ୍ର | ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା
- କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଟ୍ ଜବତ । ସୁଙ୍କି ଆଉଟପୋଷ୍ଟ ନିକଟରୁ ନକଲି ନୋଟ୍ ଜବତ କଲା ପଟାଙ୍ଗୀ ପୋଲିସ । ଛତିଶଗଡ଼ ଯାଉଥିବା ବେଳେ କାର୍ ଜବତ କରିବା ସହ ୩ ଅଟକ । ଜାଲ୍ ନୋଟ ଜବତ ନେଇ କୋରାପୁଟ SPଙ୍କ ସୂଚନା । ଅପରାହ୍ଣ ୩ଟାରେ SP କରିବେ ପ୍ରେସ୍ମିଟ୍